ଶିରପଞ୍ଚ୍ Ṡira paṅch
- ଦେ. ବି—(ସଂ. ଶ୍ରୀ ବା ଶିର; ତୁଳ ଫା—ସର=ମସ୍ତକ; +ସଂ ପଞ୍ଚ= 5 ଜଣଙ୍କ ମଧ୍ୟରେ ନେତା) ଶର— ପଞ୍ଚ; ଗ୍ରାମର ପ୍ରଧାନ ବ୍ଯକ୍ତି — The head man of the village
- ଦେ. ବି—(ସଂ. ଶ୍ରୀ ବା ଶିର; ତୁଳ ଫା—ସର=ମସ୍ତକ; +ସଂ ପଞ୍ଚ= 5 ଜଣଙ୍କ ମଧ୍ୟରେ ନେତା) ଚଉକିଦାରି ଇଉନିଅନ୍ର ପଞ୍ଚାୟତମାନଙ୍କ ମଧ୍ୟରେ ପ୍ରେସିଡ଼େଣ୍ଟ — The President of the Panchayats of a Chowkidari village-union
- ଦେ. ବି—(ସଂ. ଶ୍ରୀ ବା ଶିର; ତୁଳ ଫା—ସର=ମସ୍ତକ; +ସଂ ପଞ୍ଚ= 5 ଜଣଙ୍କ ମଧ୍ୟରେ ନେତା) ଗ୍ରାମର ସହଯୋଗ ସମିତିର ସଭାପତି — The President of the village Cooperative Society