ଶିରକାଟ Ṡirakāṭa

  • ଦେ. ବି (ସଂ. ଶିରକର୍ତ୍ତନ) — ମୁଣ୍ଡକାଟ; ଶିରଶ୍ଛେଦ — Beheading
  • ଦେ. ବିଣ — ଛିନ୍ନମସ୍ତକ; ଯାହାର ମୁଣ୍ଡ କାଟ ହୋଇଅଛି — Beheaded