ଶିର ଟାଣିବା Ṡira ṭāṇibā

  • ଦେ. କ୍ରି — (ଲକ୍ଷଣାର୍ଥ) ଆସ୍ଫାଳନ କରିବା — To raise one's head in token of boasting; to brag
  • ଦେ. କ୍ରି — [ଉ— ଗନ୍ଧର୍ବ୍ୱ ପତି ମୁଖୁଁ ଏବଚନ ଶୁଣି; ଧାଇଁଲେ ଯୁଦ୍ଧକୁ ଗନ୍ଧର୍ବେ ଶିରଟାଣି କୃଷ୍ଣସିଂହ—ମହାଭାରତ—ବନ]