ଶିର ଦେଖିଚିଆଁ ଦେବା Ṡira dekhi chiañ debā

  • ଦେ. ବାକ୍ୟ (ଲକ୍ଷଣାର୍ଥ) — କୌଣସି କାର୍ଯ୍ୟ ସାଧନାର୍ଥ ଯଥୋ— ପଯୁକ୍ତ ଉପାୟ ବା ପତ୍ରିକାର ଅବଲମ୍ବନ କରିବା — (figurative) To take proper steps for accomplishing a thing
  • ଦେ. ବାକ୍ୟ (ଲକ୍ଷଣାର୍ଥ) — [ଦ୍ର— ମୁଣ୍ଡ ଓ ଗୋଡ଼ ଆଦି ବିନ୍ଧୁଥିଲେ ଯେବେ ବିନ୍ଧୁଥିବା ସ୍ଥାନ ସଙ୍ଗେ ସମ୍ପର୍କଯୁକ୍ତ ଶିରାକୁ ଉଣ୍ଡି ବା ଠିକଣା କରି ଉକ୍ତ ଶିରାରେ ଚଡ଼ୁ ଦିଆଯାଏ ତାହାହେଲେ ବିନ୍ଧା ଭଲ ହୋଇଯାଏ। ଉପଯୁକ୍ତ ଶିରାରେ ଚିଡ଼ୁ ନ ଦେଲେ ବିନ୍ଧା କମେ ନାହିଁ। ଏହି ଉଦାହରଣରୁ ଏ ବାକ୍ୟ ବ୍ଯବହୃତ ହୁଏ।]