ଶିମ୍ବିଜ Ṡimbija
- ସଂ. ବି—(ଶିମ୍ବି+ଜନ ଧାତୁ+କର୍ତ୍ତୃ. ଅ; +ଆ) — ଶିମ୍ବ ଜାତୀୟ ଉଦ୍ଭିଦର ଛୁଇଁ; ବୈଦଳିକ ଶିମ୍ବ; ମୁଗ, ଶିମ୍ବ ଓ ମଟର ଆଦିର ଛୁଇଁ; ଦ୍ୱିଦଳ ଅନ୍ନ — The pod of beans and leguiminous plants
- ସଂ. ବି—(ଶିମ୍ବି+ଜନ ଧାତୁ+କର୍ତ୍ତୃ. ଅ; +ଆ) — [ଦ୍ର—ଏହା ମଧୁର କଷାୟ ରସ, କଟୁ ବିପାକ, ବାତଜନକ କଫପିତ୍ତ ନାଶକ, ମଳମୂତ୍ରରୋଧକ ଓ ଶୀତବୀର୍ଯ୍ୟ। ମୁଗ, ବିରି, କୋଳଥ, ମସୁର, ବରଗୁଡ଼ି, ଶିମ୍ବ, ମଟର ଓ ହରଡ଼ ଆଦି ଛୁଇଁର ସାଧାରଣ ନାମ ଶିମ୍ଭିଜ।]