ଶିମୁଳି ଲତା Ṡimuḻi latā
- ପ୍ରାଦେ. (ଗଞ୍ଜାମ) ବି — ଗଞ୍ଜାମର କରଣ ବଂଶବିଶେଷର କୁଳପ୍ରଥା ବିଶେଷ (ବୋଧହୁଏ ଶିମିଳିଗଛର ଭଣ୍ଡାପରି ଏଥିରେ ଚିତ୍ର ଅଙ୍କିତ ହେଉଥିବାରୁ); ନବବଧୂ ପ୍ରଥମେ ଶାଶୁ ଘରକୁ ଆସିବା ଉପଲକ୍ଷରେ ବହିର୍ଦ୍ୱାରଠାରୁ ଭା (ହା)ଣ୍ଡ-ଅନ୍ଯରୂପ) ଈଶାଣ ବା ପାକଶାଳା ପର୍ଯ୍ୟନ୍ତ ପିଠଉରେ ଅଙ୍କିତ ଲତାକାର ରେଖା (ନନ୍ଦେ) — Lines (resembling a creeper) drawn with rice-paste on the ground from the outer door of the daughter-in-law's first visit; to her husband's house