ଶିମନ୍ଥାନ Ṡimanthāna

  • ଦେ. ବି (ସଂ. ଶିରଃ ବା ସୀମନ୍ତ ଓ ସ୍ଥାନ) — ଶିରୋଦେଶ; ମୁଣ୍ଡ — Head
  • ଦେ. ବି (ସଂ. ଶିରଃ ବା ସୀମନ୍ତ ଓ ସ୍ଥାନ) — ମୁଣ୍ଡତଳେ ଦିଆଯିବା ତକିଆ — A pillow for the head
  • ଦେ. ବି (ସଂ. ଶିରଃ ବା ସୀମନ୍ତ ଓ ସ୍ଥାନ) — ଶଯ୍ୟାର ଯେଉଁ ପାଖରେ ଶୋଇବା ବ୍ଯକ୍ତି ମୁଣ୍ଡ ଦେଇ ଶୁଅନ୍ତି — The part of the bed where the sleeper lays the head
  • ପ୍ରାଦେ. (ଗଞ୍ଜାମ) ବି — ଶିମସ୍ଥାନମ୍ (ଦେଖ) — Ṡimasthānam (See)