ଶିବ Ṡiba
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ମହାଦେବ, ଶଙ୍କର; ଈଶ୍ୱରଙ୍କର ତ୍ରିମୂର୍ତ୍ତି ମଧ୍ୟରୁ ଏକତମ — God Mahādeba, one of the trinity of the Hindu pantheon
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] [ଦ୍ର—ହିନ୍ଦୁ ମତରେ ବ୍ରହ୍ମା—ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି ଓ ଶିବ ବିନାଶ କରନ୍ତି। ପୁରାଣ ସମୂହରେ ଓ ରାମାୟଣ ଓ ମହାଭାରତରେ ଶିବ ମହାତ୍ମ୍ୟ, କୀର୍ତ୍ତିତ ହୋଇ ଅଛି। ବେଦ ଓ ସଂହିତାରେ ଯେ ରୁଦ୍ର ବୋଲି ପରିଚିତ, ରାମାୟଣ, ମହାଭାରତ ଓ ପୁରାଣାଦିରେ ସେହି ଶିବ ନାମରେ ପ୍ରସିଦ୍ଧି ଲାଭ କରିଅଛନ୍ତି। ମହାଭାରତ ଅନୁ— ଶାସନ ପର୍ବରେ 17 ଅଧ୍ୟାୟରେ ଶିବଙ୍କ ସହସ୍ର ନାମ ଅଛି। ଶିବଙ୍କର ଅନ୍ଯ ନାମ:—ଶମ୍ବୁ, ଈଶ, ପଶୁପତି, ଶୂଳୀ, ବାସୁଦେବ, ମହେଶ୍ୱର, ଈଶ୍ୱର, ଶର୍ବ୍ୱ, ଈଶାନ, ମୃତ୍ୟୁଞ୍ଜୟ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ, ହରରୂପ, ଖଣ୍ଡ— ପରଶୁ, ଗିରିଶ, ଗିରୀଶ, ଜୟନ୍ତ, ମୃଡ଼, କୃତ୍ତିବାସ, ପିନାକୀ ବିଶ୍ୱେଶ, ପ୍ରଥମାଧିପ, ଉଗ୍ର, କପର୍ଦ୍ଦୀ, ଶ୍ରୀକଣ୍ଠ, ଧରଣୀଣ୍ୱର, କପାଳ ଭୃତ୍, ବାମଦେବ, ସିଦ୍ଧଦେବ, ମହାଦେବ, ବିରୂପାକ୍ଷ, ତ୍ରିଲୋଚନ, ବ୍ୟୋମଦେବ, କୃଶାନୁରେତାଃ ସର୍ବଜ୍ଞ, ଧୂର୍ଜଟି, ଜଟାଧର, ନୀଳଲୋହିତ, ହର, ସ୍ମରହର ଭର୍ଗ, କଙ୍କାଳମାଳୀ, ତ୍ର୍ୟମ୍ବକ, ତ୍ରିପୁରାନ୍ତକ, ଗଙ୍ଗାଧର, ଭୀଷଣ, ଅନ୍ଧକରିପୁ, କ୍ରତୁଧ୍ୱଂସୀ, ବୃକ୍ଷଧ୍ୱଜ, ବ୍ୟୋମକେଶ, ଭୀରୁ, ଭବ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି, ହୀର, ହିଣ୍ଡୀ, ଭରୁ, ବୃଷପର୍ବା, ରେରିହାଣ, ଭଗାଳୀ, ବରାକ, କଣ୍ଠେ— କାଳ, ପାଂଶୁଚନ୍ଦନ, ଦିଗମ୍ବର, ଅଟ୍ଟହାସ, ବୀର, ଭଦ୍ର, ପଞ୍ଚାନନ, କାଳଞ୍ଜର, ପୁରଦ୍ୱିଟ, ବୃଷାକପି, ମହାକାଳ, ଖଣ୍ଡ- ପର୍ଶୁ, ନନ୍ଦବର୍ଦ୍ଧନ, ଖରୁ, ଭୂରି, କଟୂପ୍ରୂ, ଭୈରବ, ଭୁତ ନାଥ, ତୀବ୍ର, ଧ୍ରୁବ, ଶିବିବିଷ୍ଟି, ଗୁଡ଼ାକେଶ, ଦେବଦେବ, ଶୂଳଧର, ମହାନଟ, ସନ୍ଧ୍ୟାନାଟୀ, ସୁପ୍ରସାଦ, ବୃଷଭଧ୍ୱଜ, ଚନ୍ଦ୍ରାପୀଡ଼, ଶିପିବିଷ୍ଟ, ବରେଶ୍ୱର, ବିଶ୍ୱେଶ୍ୱର, ବିଶ୍ୱନାଥ, କାଶୀନାଥ, କୁଳେଶ୍ୱର, ଅସ୍ଥିମାଳୀ, ବିଶାଳାକ୍ଷ, ପ୍ରିୟତମ, ବିଷମାକ୍ଷା, ଊର୍ଦ୍ଧ୍ୱରେତାଃ, ଯମାନ୍ତକ, ନନ୍ଦୀଶ୍ୱର, ଅଷ୍ଟମୂର୍ତ୍ତି, ଅଧୀଶ, ଖେଚର, ଭୃଙ୍ଗୀଶ, ଅର୍ଦ୍ଧନାରୀଶ, ରସନାୟକ, ପିନାକପାଣି, ଫଣୀଧରଧର, ମହାକାଳ, କୈଳାଶନିକେତନ ହିମାଦ୍ରିତନୟାପତି।] — [ଦ୍ର—ହିନ୍ଦୁ ମତରେ ବ୍ରହ୍ମା—ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି ଓ ଶିବ ବିନାଶ କରନ୍ତି ପୁରାଣ ସମୂହରେ ଓ ରାମାୟଣ ଓ ମହାଭାରତରେ ଶିବ ମହାତ୍ମ୍ୟ, କୀର୍ତ୍ତିତ ହୋଇ ଅଛି ବେଦ ଓ ସଂହିତାରେ ଯେ ରୁଦ୍ର ବୋଲି ପରିଚିତ, ରାମାୟଣ, ମହାଭାରତ ଓ ପୁରାଣାଦିରେ ସେହି ଶିବ ନାମରେ ପ୍ରସିଦ୍ଧି ଲାଭ କରିଅଛନ୍ତି ମହାଭାରତ ଅନୁ— ଶାସନ ପର୍ବରେ17ଅଧ୍ୟାୟରେ ଶିବଙ୍କ ସହସ୍ର ନାମ ଅଛି ଶିବଙ୍କର ଅନ୍ଯ ନାମ:—ଶମ୍ବୁ, ଈଶ, ପଶୁପତି, ଶୂଳୀ, ବାସୁଦେବ, ମହେଶ୍ୱର, ଈଶ୍ୱର, ଶର୍ବ୍ୱ, ଈଶାନ, ମୃତ୍ୟୁଞ୍ଜୟ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ, ହରରୂପ, ଖଣ୍ଡ— ପରଶୁ, ଗିରିଶ, ଗିରୀଶ, ଜୟନ୍ତ, ମୃଡ଼, କୃତ୍ତିବାସ, ପିନାକୀ ବିଶ୍ୱେଶ, ପ୍ରଥମାଧିପ, ଉଗ୍ର, କପର୍ଦ୍ଦୀ, ଶ୍ରୀକଣ୍ଠ, ଧରଣୀଣ୍ୱର, କପାଳ ଭୃତ୍, ବାମଦେବ, ସିଦ୍ଧଦେବ, ମହାଦେବ, ବିରୂପାକ୍ଷ, ତ୍ରିଲୋଚନ, ବ୍ୟୋମଦେବ, କୃଶାନୁରେତାଃ ସର୍ବଜ୍ଞ, ଧୂର୍ଜଟି, ଜଟାଧର, ନୀଳଲୋହିତ, ହର, ସ୍ମରହର ଭର୍ଗ, କଙ୍କାଳମାଳୀ, ତ୍ର୍ୟମ୍ବକ, ତ୍ରିପୁରାନ୍ତକ, ଗଙ୍ଗାଧର, ଭୀଷଣ, ଅନ୍ଧକରିପୁ, କ୍ରତୁଧ୍ୱଂସୀ, ବୃକ୍ଷଧ୍ୱଜ, ବ୍ୟୋମକେଶ, ଭୀରୁ, ଭବ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି, ହୀର, ହିଣ୍ଡୀ, ଭରୁ, ବୃଷପର୍ବା, ରେରିହାଣ, ଭଗାଳୀ, ବରାକ, କଣ୍ଠେ— କାଳ, ପାଂଶୁଚନ୍ଦନ, ଦିଗମ୍ବର, ଅଟ୍ଟହାସ, ବୀର, ଭଦ୍ର, ପଞ୍ଚାନନ, କାଳଞ୍ଜର, ପୁରଦ୍ୱିଟ, ବୃଷାକପି, ମହାକାଳ, ଖଣ୍ଡ- ପର୍ଶୁ, ନନ୍ଦବର୍ଦ୍ଧନ, ଖରୁ, ଭୂରି, କଟୂପ୍ରୂ, ଭୈରବ, ଭୁତ ନାଥ, ତୀବ୍ର, ଧ୍ରୁବ, ଶିବିବିଷ୍ଟି, ଗୁଡ଼ାକେଶ, ଦେବଦେବ, ଶୂଳଧର, ମହାନଟ, ସନ୍ଧ୍ୟାନାଟୀ, ସୁପ୍ରସାଦ, ବୃଷଭଧ୍ୱଜ, ଚନ୍ଦ୍ରାପୀଡ଼, ଶିପିବିଷ୍ଟ, ବରେଶ୍ୱର, ବିଶ୍ୱେଶ୍ୱର, ବିଶ୍ୱନାଥ, କାଶୀନାଥ, କୁଳେଶ୍ୱର, ଅସ୍ଥିମାଳୀ, ବିଶାଳାକ୍ଷ, ପ୍ରିୟତମ, ବିଷମାକ୍ଷା, ଊର୍ଦ୍ଧ୍ୱରେତାଃ, ଯମାନ୍ତକ, ନନ୍ଦୀଶ୍ୱର, ଅଷ୍ଟମୂର୍ତ୍ତି, ଅଧୀଶ, ଖେଚର, ଭୃଙ୍ଗୀଶ, ଅର୍ଦ୍ଧନାରୀଶ, ରସନାୟକ, ପିନାକପାଣି, ଫଣୀଧରଧର, ମହାକାଳ, କୈଳାଶନିକେତନ ହିମାଦ୍ରିତନୟାପତି]
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ବେଦ — The Bedas
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ହିନ୍ଦୁ ଜ୍ୟୋତିଷୋକ୍ତ ବିଷ୍ଣୁମ୍ଭାଦି ଅନ୍ତର୍ଗତ ଯୋଗ ବିଶେଷ — One of the auspicious conjunction in the Hindu astrology
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ମୋକ୍ଷ; ମୁକ୍ତି — Salvation
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ପାରଦ — Mercury; quicksilver
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ଶିବଲିଙ୍ଗ — The phallic emblem of God Mahādeba representing the male organ of generation
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ସୈନ୍ଧବ ଲବଣ — Rock salt
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ଜଳ — Water
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ଶୁଭ୍ର; ମଙ୍ଗଳ — Bliss, prosperity
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ସୁଖ — Happiness
- ସଂ. ବି. ପୁଂ [ଶୀ ଧାତୁ=(ଅଣିମାଦି ଗୁଣ) ଶୋଇବା+ଅଧିକରଣ ଅ; କିମ୍ବା ଶୋ ଧାତୁ [ଅଶୁଭ] ନାଶକରିବା+କର୍ତ୍ତୃ ବ; ଯେ ଅନିଷ୍ଟ ନାଶ କରନ୍ତି] ଶଙ୍କୁ; ଖୁଣ୍ଟା (ହି. ଶ.) — Peg