ଶିବେଷ୍ଟ Ṡibeshṭa

  • ସଂ. ବି ( 6 ଷ୍ଠୀ ତତ୍; ଶିବ+ଇଷ୍ଟ) — ଅଗସ୍ତ ବୃକ୍ଷ — Sesbania Grandiflora
  • ସଂ. ବି ( 6 ଷ୍ଠୀ ତତ୍; ଶିବ+ଇଷ୍ଟ) — ଶ୍ରୀଫଳ; ବେଲ — Eaglos Marmelos