ଶିବାନନ୍ଦ Ṡibānanda

  • ଦେ. ବି — ନନ୍ଦବଂଶର ଜନୈକ ରାଜା — A king of the Nanda dynasty
  • ଦେ. ବି — [ଦ୍ର—ଓଡ଼ିଶାର ନନ୍ଦବଂଶ ନାମକ ଗୋଟିଏ ରାଜବଂଶ ଐରାବତ ମଣ୍ଡଳ ନାମକ ରାଜ୍ୟ (ଆଧୁନିକ ବାଙ୍କି, ଡମପଡା, ଆଠଗଡ଼, ନରସିଂହ ପୁର) ଶାସନ କରୁଥିଲେ। ଶିବାନନ୍ଦ ସେହି ରାଜବଂଶର ଜଣେ ପ୍ରଧାନ ରାଜା ଥିଲେ। କେଦାରନାଥ ମହାପାତ୍ରା।]