ଶିବାଗୌରୀ ଯାତ୍ରା Ṡibāga̲u̲rī j̄ātrā
- ଦେ. ବି — ଜ୍ୟୋତିଷ ମତରେ ଯାତ୍ରାପରି ଶୁଭଦିନ ନ ମିଳିଲେ ଜ୍ୟୋତିଃସାର ସଂଗ୍ରହ ଗ୍ରନ୍ଥ ମତରେ ଶିବଜ୍ଞାନ ଅନୁସାରେ କରାଯିବା ଯାତ୍ରା — The making of a journey by following the Ṡibājn̄āna as prescribed in Jyotiḥsāra Saṁgraha in case no auspicious day is available according to astrology
- ଦେ. ବି — ଶିବାଗୌରୀ ଯାତ୍ରା
- ଦେ. ବି — [ଦ୍ର—ଜ୍ୟୋତିଷ ମତରେ ଶୁଭଦିନ ନ ମିଳଇ। ଏଣୁ ଶିବ ଜ୍ଞାନ ମତରେ ଯାତ୍ରା ବିହି। ମହେନ୍ଦ୍ର ବକ୍ର ଅମୃତ ଶୂନ୍ଯ ଚାରିଯୋଗ। ମାସୁଭେଦେ ସାତବାରେ ବିଦାରାତ୍ର ଭୋଗ। ମାହେନ୍ଦ୍ର ସର୍ବମଙ୍ଗଳ ଅମୃତରେ ଜୟ। ବକ୍ରଯୋଗୋ କାର୍ଯ୍ୟନାଶ ଶୂନ୍ଯେ ମୃତ୍ୟୁଭୟ। ମାଘ ଫାଲଗୁନ ଚୈତ୍ର ବୈଶାଖ ଶ୍ରାବଣ। ଭାଦ୍ରମାସ ଘେନିଣ ଏକରୀତି ଜାଣ। ଆଶ୍ୱିନ କାର୍ତ୍ତିକ ମାର୍ଗଶିର ପୌଷ ଏକ। ରୀତି ପୁଣି ଜ୍ୟେଷ୍ଠ ଆଷାଢ଼ର ସମ ଲେଖ। ପ୍ରକାଶରେ ଲେଖା ଥାଇ ନିମ୍ନେ ତାର ରୀତି। ବୁଝି ସୁଜ୍ଞଜନେ ଯାତ୍ରା କର ତେଜି ରୀତି।
- ଦେ. ବି — ଜ୍ୟୋତିଃସାରସଂଗ୍ରହ। ମାଘ ଫାଲଗୁନ ଚୈତ୍ର ବୈଶାଖ ଶ୍ରାବଣ ଭାଦ୍ର ଦିବାଦଣ୍ଡ:
- ଦେ. ବି — ରବିବାର ମାହେନ୍ଦ୍ର ଦ 2 ଅମୃତ ଦ 8 ଶୂନ୍ଯ ଦ 8 ମାହେନ୍ଦ୍ର ଦ 2 ବକ୍ର ଦ 10 ଣ୍ଡ — ରବିବାର ମାହେନ୍ଦ୍ର ଦ2ଅମୃତ ଦ8ଶୂନ୍ଯ ଦ8ମାହେନ୍ଦ୍ର ଦ2ବକ୍ର ଦ10ଣ୍ଡ
- ଦେ. ବି — ସୋମବାର ଅ ଦ 4 ନ ଦ 8 ଅ ଦ 6 ବ ଦ 6 ମା ଦ 4 ଶୂଦ 2 — ସୋମବାର ଅ ଦ4ନ ଦ8ଅ ଦ6ବ ଦ6ମା ଦ4ଶୂଦ2
- ଦେ. ବି — ମଙ୍ଗଳବାର ବ ଦ 4 ଶୂ ଦ 2 ଅ ଦ 6 ବ ଦ 4 ଶୂ ଦ 2 ଅ ଦ 4 ଶୂ ଦ 2 — ମଙ୍ଗଳବାର ବ ଦ4ଶୂ ଦ2ଅ ଦ6ବ ଦ4ଶୂ ଦ2ଅ ଦ4ଶୂ ଦ2
- ଦେ. ବି — ବୁଧବାର ଅ ଦ 4 ବ ଦ 6 ଅ ଦ 4 ଶୂ ଦ 2 ବ ଦ 4 ମା ଦ 4 ଅ ଦ 4 ଶୂ ଦ 2 — ବୁଧବାର ଅ ଦ4ବ ଦ6ଅ ଦ4ଶୂ ଦ2ବ ଦ4ମା ଦ4ଅ ଦ4ଶୂ ଦ2
- ଦେ. ବି — ଗୁରୁବାର ମା ଦ 4 ଶୂ ଦ 2 ବ ଦ 6 ମା ଦ 6 ଶୂ ଦ 4 ବ ଦ 4 ଶୂ ଦ 4 — ଗୁରୁବାର ମା ଦ4ଶୂ ଦ2ବ ଦ6ମା ଦ6ଶୂ ଦ4ବ ଦ4ଶୂ ଦ4
- ଦେ. ବି — ଶୁକ୍ରବାର ଅ ଦ 4 ବ ଦ 2 ଅ ଦ 6 ବ ଦ 6 ଅ ଦ 4 ଶ ଦ 4 ଅ ଦ 4 — ଶୁକ୍ରବାର ଅ ଦ4ବ ଦ2ଅ ଦ6ବ ଦ6ଅ ଦ4ଶ ଦ4ଅ ଦ4
- ଦେ. ବି — ଶନିବାର ଶୂ ଦ 4 ବ ଦ 2 ଶୂ ଦ 4 ଅ ଦ 8 ଶୂ ଦ 4 ବ ଦ 4 ଶୂ ଦ 4 — ଶନିବାର ଶୂ ଦ4ବ ଦ2ଶୂ ଦ4ଅ ଦ8ଶୂ ଦ4ବ ଦ4ଶୂ ଦ4
- ଦେ. ବି — ରାତ୍ରିଦଣ୍ଡ: