ଶିବପ୍ରସାଦ ସିଂହ Ṡibaprasāda siṁha

  • ଦେ. ବି (ନାମ) — ଓଡ଼ିଶାର ଜଣେ ସ୍ୱର୍ଗୀୟ ସାଧାରଣ ହିତୈଷୀ ବ୍ଯକ୍ତି — Name of a late patriot Orissa
  • ଦେ. ବି (ନାମ) — [ଦ୍ର—ଏହାଙ୍କର ଜନ୍ମ ସ୍ଥାନ ରାମବାଗ (ଯାଜପୁର)। ଏ ଓଡିଶାରେ ପ୍ରଥମେ ମୁନସଫ୍ କାର୍ଯ୍ୟ କରିଥିଲେ; ସାଧାରଣ ହିତକର କାର୍ଯ୍ୟରେ ବିଚିତ୍ରାନନ୍ଦ, ହରେକୃଷ୍ଣ, ବିଚ୍ଛନ୍ଦ, ନନ୍ଦକିଶୋର ଓ ଗୌରୀ— ଶଙ୍କର ପ୍ରଭୃତିଙ୍କର ବିଶିଷ୍ଟ ସହକର୍ମୀ ଥିଲେ। ଏ ନିଜ ଜନ୍ମ ସ୍ଥାନ ରାମବାଗରେ ଗୋଟିଏ ମାଇନର ସ୍କୁଲ ବସାଇ— ଥିଲେ; ଏ ତଦାନୀନ୍ତନ ବଡ଼ଲାଟଙ୍କଠାରୁ ସମ୍ମାନସୂଚକ ପ୍ରଶଂସାପତ୍ରମାନ ପାଇଥିଲେ।]