ଶିବ ଲିଙ୍ଗ Ṡiba liṅga
- ସଂ. ବି — ଲିଙ୍ଗରୂପେ ପୂଜିତ ଶିବମୂର୍ତ୍ତି; [ସ୍ତ୍ରୀଜନନେନ୍ଦ୍ରିୟ (ଶକ୍ତି) ମଧ୍ୟସ୍ଥ ଛିଦ୍ରରେ ପ୍ରୋଥିତ ପୁଂଜନେନ୍ଦ୍ରିୟ (ଲିଙ୍ଗ)ରୂପେ ପୂଜିତ] ମହାଦେବଙ୍କ ପ୍ରତିମା — The Phallic emblem of God Ṡiba
- ସଂ. ବି — [ଦ୍ର—ଏହା ମଣି (ପ୍ରସ୍ତର), ଧାତୁ, ମୃତ୍ତିକା ଆଦି ନାନା ଉପାଦନରେ ପ୍ରସ୍ତୁତ ହୁଏ।]
- ଦେ. ବି — ଶିବଲିଙ୍ଗିନୀ (ଦେଖ) — Ṡibalinginī (See)