ଶିବ ରସ Ṡiba rasa

  • ସଂ. ବି — ତିନି ଦିନରୁ ବେଶି ପର୍ଯ୍ଯୁସିତ ଅନ୍ନୋଦକଜାତ ରସ; କାଞ୍ଜି (ବିଶ୍ୱକୋଷ) — Stale rice-water more than 3 days old
  • ସଂ. ବି — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ଦୀପନ, ମଧୁର, ଅମ୍ଳ, ଅସୃଗ, ଦାହପ୍ରଦ, ଲଙ୍ଘୁ ଓ ତର୍ପଣ—ବିଶ୍ୱକୋଷ।]