ଶିବ ଭକ୍ତ Ṡiba bhakta

  • ସଂ. ବି. ପୁଂ ( 6 ଷ୍ଠୀ ତତ୍) — ଶୈବ; ଯେଉଁ ହିନ୍ଦୁଙ୍କ ଇଷ୍ଟଦେବ ମହାଦେବ ଅଟନ୍ତି — A devotee of God Ṡiba
  • ସଂ. ବି. ପୁଂ ( 6 ଷ୍ଠୀ ତତ୍) — [ଦ୍ର—ଇଷ୍ଟଦେବତାଙ୍କ ନାମ ଅନୁସାରେ ଭକ୍ତମାନଙ୍କ ଶ୍ରେଣୀବିଭାଗ ହୋଇଥାଏ, ଯଥା—ବିଷ୍ଣୁପୂଜକ—ବୈଷ୍ଣବ, ଶିବପୂଜକ—ଶୈବ, ଗଣପତି ପୂଜକ—ଗାଣପତ୍ୟ, ସୂର୍ଯ୍ୟପୂଜକ—ସୌର, ଶକ୍ତି— ପୂଜକ—ଶାକ୍ତ।]