ଶିବ ବଲ୍ଲଭ Ṡiba ballabha
- ସଂ. ବି ( 6 ଷ୍ଠୀ ତତ୍) — ମହାଦେବଙ୍କ ପ୍ରିୟ ପଦାର୍ଥ — A thing liked by Ṡiba
- ସଂ. ବି ( 6 ଷ୍ଠୀ ତତ୍) — ରୁଦ୍ରାକ୍ଷ — A tree and its berries; Elaiocarpus Ganitrus
- ସଂ. ବି ( 6 ଷ୍ଠୀ ତତ୍) — ବିଲ୍ୱପତ୍ର — The Marmalos leaves
- ସଂ. ବି ( 6 ଷ୍ଠୀ ତତ୍) — ବକ ବୃକ୍ଷ; ଅଗସ୍ତି ଗଛ — Sesbania Grandifloria
- ସଂ. ବି ( 6 ଷ୍ଠୀ ତତ୍) — ଧୁସ୍ତୂର — Thorn apple; Datura Fastuosa
- ସଂ. ବି ( 6 ଷ୍ଠୀ ତତ୍) — ସ୍ଫଟିକ — Crystal; quartz
- ସଂ. ବି ( 6 ଷ୍ଠୀ ତତ୍) — ଭାଙ୍ଗ (ହି. ଶ.) — A drink made from ganja leaves