ଶିବ ପୁର Ṡiba pura

  • ଦେ. ବି (ନାମ) — କଲିକତାର ଗଙ୍ଗାକୂଳରେ ଫୋର୍ଟ— ୱାଲିଆମ୍ ଦୁର୍ଗର ଅପର ପାରିରେ ଅବସ୍ଥିତ ହୁଗୁଳି ଜିଲ୍ଲାର ହାବଡ଼ା ନଗରର ଦକ୍ଷିଣ ଉପକଣ୍ଠସ୍ଥ କ୍ଷୁଦ୍ର ନଗର — Ṡibpur; a suberb of Howra on the opposite side of Calcutta on the Ganges
  • ଦେ. ବି (ନାମ) — [ଦ୍ର—ଏଠାରେ ପୃଥିବୀରେ ବିଖ୍ୟାତ ରାଜକୀୟ ଉଦ୍ଭିଜ୍ଜତତ୍ତ୍ୱ— ଉଦ୍ୟାନ — (Royal Botanical gardens)ଓ ଇଞ୍ଜିନିଅରିଙ୍ଗ୍ କଲେଜ୍(Sibpur Engineering College)ଅଛି]