ଶିବ ଧାତୁ Ṡiba dhātu

  • ସଂ. ବି — ପାରଦ — Quicksilver
  • ସଂ. ବି — [ଦ୍ର—ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ଶିବଙ୍କର ରେତଃ ବୋଲି କଥିତ।]
  • ସଂ. ବି — ଗୋଦନ୍ତୀ ନାମକ ମଣି (ହି. ଶ.) — A kind of gem