ଶିବ ଦ୍ୱାଦଶନାମ Ṡiba dwādasanāma

  • ସଂ. ବି — ମହାଦେବଙ୍କର 12 ଗୋଟି ନାମାନ୍ତର — ମହାଦେବଙ୍କର12ଗୋଟି ନାମାନ୍ତର— 12 names of Ṡiba (by uttering which the votary is promised to be free from the stain of various heinous sins of commision
  • ସଂ. ବି — [ଦ୍ର—ଶିବଙ୍କ ଦ୍ୱାଦଶ ନାମ ଯଥା 1 ମହାଦେବ, 2 ମହେଶ୍ୱର, 3 ଶଙ୍କର, 4 ବୃଷଭଧ୍ୱଜ, 5 କୃତ୍ତିବାସ, 6 କାମାଙ୍ଗନାଶନ, 7 ଦେବଦେବେଶ, 8 ନୀଳକଣ୍ଠ, 9 ଈଶ୍ୱର 10 ପାର୍ବତୀପ୍ରିୟ, 11 ରୁଦ୍ର, ଓ 12 ଶିବ। — [ଦ୍ର—ଶିବଙ୍କ ଦ୍ୱାଦଶ ନାମ ଯଥା1ମହାଦେବ,2ମହେଶ୍ୱର,3ଶଙ୍କର,4ବୃଷଭଧ୍ୱଜ,5କୃତ୍ତିବାସ,6କାମାଙ୍ଗନାଶନ,7ଦେବଦେବେଶ,8ନୀଳକଣ୍ଠ,9ଈଶ୍ୱର10ପାର୍ବତୀପ୍ରିୟ,11ରୁଦ୍ର, ଓ12ଶିବ
  • ସଂ. ବି — ଏହି ଦାଦଶ ନାମକୁ ତ୍ରିସନ୍ଧ୍ୟାରେ ଉଚ୍ଚାରଣ କଲେ ବ୍ରହ୍ମହତ୍ୟା, ଗୁରୁତଳ୍ପ ଗମନ, ସ୍ତ୍ରୀ ହତ୍ୟା, ବାଳହତ୍ୟା, ଗୋହତ୍ୟା, କୃତଘ୍ନତା, ବୃଷଳୀଗମନ, ସୁରାପାନ ପାପରୁ ଲୋକ ମୁକ୍ତିଲାଭ କରେ—ହିନ୍ଦୁ ଶାସ୍ତ୍ରରେ ଏହିପରି ଉଲ୍ଲେଖ ଅଛି।)