ଶିବ ଜ୍ଞାନ Ṡiba jn̄āna

  • ସଂ. ବି (ଶିବରର ବା ମଙ୍ଗଳର ଜ୍ଞାନ ହୁଏ ଯାହାଦ୍ୱାରା) — ଶୁଭାଶୁଭ କାଳବୋଧକ ଶାସ୍ତ୍ର ବିଶେଷ — The science dealing with auspicious and inauspicious periods
  • ସଂ. ବି (ଶିବରର ବା ମଙ୍ଗଳର ଜ୍ଞାନ ହୁଏ ଯାହାଦ୍ୱାରା) — (ଶିବାଗୈରୀ ତଳେ ଟୀକା ଦେଖ)
  • ସଂ. ବି (ଶିବରର ବା ମଙ୍ଗଳର ଜ୍ଞାନ ହୁଏ ଯାହାଦ୍ୱାରା) — ମଙ୍ଗଳ ବା ଶୁଭ ସମ୍ବନ୍ଧୀୟ ଜ୍ଞାନ — Knowledge about happiness or bliss