ଶିବ ଗଙ୍ଗା Ṡiba gaṅgā
- ସଂ. ବି (ନାମ) — ମାନ୍ଦ୍ରାଜର ମଦୁରା ଜିଲ୍ଲା ଅନ୍ତର୍ଗତ ଗୋଟିଏ ବଡ଼ ଜମିଦାରୀ (କ୍ଷେତ୍ରଫଳ 1220 ବର୍ଗ ମାଇଲ) — ମାନ୍ଦ୍ରାଜର ମଦୁରା ଜିଲ୍ଲା ଅନ୍ତର୍ଗତ ଗୋଟିଏ ବଡ଼ ଜମିଦାରୀ (କ୍ଷେତ୍ରଫଳ220ବର୍ଗ ମାଇଲ)—. Name of a big estate in the district of Madura
- ସଂ. ବି (ନାମ) — ମହୀଶୂର ରାଜ୍ୟର ବାଙ୍ଗାଲୁର ଜିଲ୍ଲାର ଗୋଟିଏ ପର୍ବତ (ଉଚ୍ଚତା 459 ଫୁଟ) ଓ ତତ୍ପାଦଦେଶସ୍ଥ ଗ୍ରାମ — ମହୀଶୂର ରାଜ୍ୟର ବାଙ୍ଗାଲୁର ଜିଲ୍ଲାର ଗୋଟିଏ ପର୍ବତ (ଉଚ୍ଚତା459ଫୁଟ) ଓ ତତ୍ପାଦଦେଶସ୍ଥ ଗ୍ରାମ—. Name of a mountain in the Mysore State and a village at its foot
- ସଂ. ବି (ନାମ) — ଶିବଙ୍କ ମନ୍ଦିରସନ୍ନିକଟସ୍ଥ ନଦୀ ବା ତୀର୍ଥ (ହି. ଶ.) — A river or sacred bathing place near a temple of Ṡiba