ଶିପାଇବା Ṡipāibā

  • ଦେ.କ୍ରି — ସଙ୍କୁଚିତ ହେବା; ଶୁଖି ସେମଟିଯିବା — To be contracted; to shrink; to be reduced
  • ଦେ.କ୍ରି — କ୍ଷୀଣ ହେବା — To become lean or emaciated
  • ଦେ.କ୍ରି — (ଣିଜନ୍ତ) ସଙ୍କୁଚିତ କରିବା — To cause to shrink