ଶିଥିଳତ୍ୱ Ṡithiḻatwa

  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — ଶ୍ଳଥଭାବ — Looseness; laxity; slackness
  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — କ୍ଷୀଣତା — Weakness
  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — ଶ୍ରାନ୍ତି — Langour
  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — ଆଳସ୍ୟ — Laziness
  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — ନିୟମ ପାଳନରେ ଅଦୃଢ଼ତା — Want of discipline
  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — ସାମର୍ଥ୍ୟର ହାନି — Loss of strength
  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — (ବ୍ୟାକରଣ) ବାକ୍ୟରେ ଶବ୍ଦମାନଙ୍କର ପରସ୍ପରଗ୍ରଥିତ ଅର୍ଥସମ୍ବନ୍ଧର ଅଭାବ (ହି. ଶ.) — (grammar) Incohorence or want of relationship between the words of a sentence
  • ସଂ. ବି (ଶିଥିଳ+ ଭାବେ. ତା. ତ୍ୱ) — (ନ୍ୟାୟ ଶାସ୍ତ୍ର) ତର୍କରେ କୌଣସି ଅବୟବର ଅଭାବ — (Logic) Want of a premise in a syllogism or argument