ଶିତୁଳିଆ Ṡituḻiā

  • ଦେ. ବି — ଦେହରେ ଓ ବିଶେଷତଃ ମୁଣ୍ଡରେ ଏକାଦିକ୍ରମେ ବାହାରିବା ବହୁ କଷ୍ଟପ୍ରଦ ବ୍ରଣ—[ଦ୍ର—ସାଧାରଣତଃ ଦେଖାଯାଏ ଯେ, ଗ୍ରୀଷ୍ମ ଋତୁ ଶେଷରେ ଓ ବର୍ଷା ଋତୁରେ ଦେହରେ ଗୋଟିକ ପରେ ଗୋଟିଏ ବହୁତ ବ୍ରଣ ଉଠେ] — Generalised furunculosis; multiple eruption of boils of varying sizes on the skin on different parts of the body