ଶିତଲା Ṡitaḻā

  • ପ୍ରାଦେ. (ସମ୍ବଲପୁର)—ବି—(ସଂ. ଶୀତଳା) — ଓଲଉଠା, ବସନ୍ତ ଓ ଗୋମଡ଼କ ଆଦି ଲାଗିଲା ବେଳେ ପଣା ଭୋଗ କରି ଗ୍ରାମ ଦାଣ୍ଡରେ ଢାଳି ଦେବା କର୍ମ — The act of pouring on a public road the sugared drink after it is offered to the Goddesses of Cholera, small pox and cattle pestilence during their prevalence