ଶିଣ୍ଡାକୀ Ṡiṇḍākī

  • ସଂ. ବି — ମୂଳାପତ୍ରର ରସରେ ବେଶର ଓ ଲୁଣ ମିଶାଇ କିମ୍ବା ବେଶରରେ ଚାଉଳ ଚୂନା ପକାଇ ପ୍ରସ୍ତୁତ କରାଯିବା କାଞ୍ଜି (ହି. ଶ.) — A sour gruel used as curry
  • ସଂ. ବି — [ଦ୍ର—ବୈଦ୍ଯକ ଅନୁସାରେ ଏହା ରୁଚିକାରୀ, ଗୁରୁପାକ, କଫକର, ପିତ୍ତକର ଅଟେ— ହି. ଶ.]