ଶିଞ୍ଜିନୀ Ṡiṅjinī
- ସଂ. ବି—(ଶିଞ୍ଜ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ ଈ) — ଧନୁର୍ଗୁଣ — Bow string
- ସଂ. ବି—(ଶିଞ୍ଜ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ ଈ) — ନୂପୁର — Tinkling anklet
- ସଂ. ବି—(ଶିଞ୍ଜ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ ଈ) — ମୁଦି; ମୁଦିଆ — Ring
- ସଂ. ବିଣ ଶିଞ୍ଜୀର ସ୍ତ୍ରୀ ଲିଙ୍ଗ — Feminine of Ṡin̄ji