ଶିଜୁସୋଲ Ṡiju sola

  • ଦେ. ବି — ପୁରୁଣା ସିଝୁ ଗଛର ଛାଲ, ଯାହା ଖୁବ୍ ହାଲୁକା ଥିବାରୁ ଜାଲର ଅଗରେ ବନ୍ଧାଯାଏ ଓ ଜାଲକୁ ଗଭୀର ଜଳରେ ଭସାଇ ରଖେ — The bark of old Euphorbia tree used as floats for fishing nets