ଶିଙ୍ଗ Ṡiṅga

  • ଦେ. ବି—(ସଂ. ଶୃଙ୍ଗ) — ପଶୁଆଦିଙ୍କ ଶୃଙ୍ଗ; ବିଷାଣ — Horn
  • ଦେ. ବି—(ସଂ. ଶୃଙ୍ଗ) — [ଉ—ଗୋରୁଙ୍କ ଶିଙ୍ଗ ଧରି ନାଚେ; ବୁଲନ୍ତି ଅଗ୍ନି କାଛେ କାଛେ—ପ୍ରାଚୀଗ୍ରନ୍ଥ ମାଳା।]
  • ଦେ. ବି—(ସଂ. ଶୃଙ୍ଗ) — (ସଂ. ଶୃଙ୍ଗ)—ଗହମ, ଯବ ଓ ବାଳୁଙ୍ଗା ଧାନ ଆଦିର ଅଗରେ ବାହାରି ଥିବା ଛୁଞ୍ଚି ପରି ଶିଖା — The awn or the beard or needle-like filaments at the end of a grain of wheat, paddy or barley
  • ଦେ. ବି—(ସଂ. ଶୃଙ୍ଗ) — [ଦ୍ର—ସଂ. "ଶୃଙ୍ଗ"ର ଅପଭ୍ରଂଶ 'ଶିଙ୍ଗ; ଏହିପରି ଅନ୍ଯ କେତେଗୁଡ଼ିଏ ଅପଭ୍ରଷ୍ଟ ଶବ୍ଦ (ଯଥା—ଘୃତରୁ ଘିଅ, ମୃଗରୁ ମିରିଗ, ପୃଷ୍ଠରୁ ପିଠି)ରୁ ଅନୁମିତ ହୁଏ ଯେ ଏକ ସମୟରେ ସ୍ୱର 'ଋ' ବର୍ଣ୍ଣ ବର୍ତ୍ତମାନ ଓଡ଼ିଆ ଉଚ୍ଚାରଣ 'ଋ' ରୂପେ ପରି ନ ହୋଇ 'ରି' ରୂପେ ଉଚ୍ଚାରିତ ହେଉଥିଲା। ପୁଣି କେତେକ ସଂସ୍କୃତ ଋ—ଯୁକ୍ତ ଶବ୍ଦର 'ଉ' ଉଚ୍ଚାରଣ ବିଶିଷ୍ଟ ଓଡ଼ିଆ ଅପଭ୍ରଂଶ ମଧ୍ୟ ଅଛି:—ଗୃହସ୍ଥ=ଗୁରସ୍ତ; କୃଷ୍ଣ=କୁଷ୍ଟ।]
  • ଦେ. ବି—(ସଂ. ଶୃଙ୍ଗ) — [ଦ୍ର
  • ଦେ. ବି—(ସଂ. ଶୃଙ୍ଗ) — ଶିଂଗ (ଘ) ଇତ୍ୟାଦି (ଦେଖ) — Singa (gha) etc (See)