ଶିଖେ ଶିଖେ Ṡikhe ṡikhe

  • ଦେ. କ୍ରି. ବିଣ — ଗଛର ବା ପାହାଡ଼ମାନଙ୍କର ଅଗ୍ରଭାଗରେ — Along the top or summit
  • ଦେ. କ୍ରି. ବିଣ — (ଯଥା, ମେଘ ପାହାଡ଼ ଶିଖେ ଶିଖେ ଚରୁଛି)