ଶିଖିଶିଖା Ṡikiṡikhā
- ସଂ. ବି. ( 6 ଷ୍ଠୀ ତତ୍; ଶିଖିନ୍+ ଶିଖା) — ମୟୂରର ଶିଖା ବା ମୁଣ୍ଡରେ ଥିବା ପକ୍ଷପୁଚ୍ଛ — The tuft of feathers over the head of a peacock
- ସଂ. ବି. ( 6 ଷ୍ଠୀ ତତ୍; ଶିଖିନ୍+ ଶିଖା) — ଅଗ୍ନିଶିଖା; ଅଗ୍ନିର ଜଳନ୍ତା ଧାରା — The flame of a burning fire
- ସଂ. ବି. ( 6 ଷ୍ଠୀ ତତ୍; ଶିଖିନ୍+ ଶିଖା) — [ଉ— ଘୃତଘଟକୁ ଶିଖିଶିଖା ପାଖରେ ରଖି ଶୀରୀଷଦେହା ଏହା ସହିଲୁ ରେ—କବିସୂର୍ଯ୍ୟ କିଶୋରୀଚମ୍ପୂ ଘଗୀତ।]