ଶିଖିବ୍ରତ Ṡikhibrata

  • ସଂ. ବି. — ବ୍ରତବିଶେଷ — A sort of religious penance
  • ସଂ. ବି. — [ଦ୍ର—ଗରୁଡ଼ ପୁରାଣରେ ଅଛି ଯେ, ପ୍ରତିପଦ୍ ତିଥିରେ ଏକବାର ଭୋଜନ କରି ଏ ବ୍ରତ ଅନୁଷ୍ଠାନ କରାଯାଏ। ବ୍ରତ ସମାପ୍ତ ହେଲେ କପିଳା ଧେନୁ ଦାନ କରାଯାଏ। ଏ ବ୍ରତାନୁଷ୍ଠାତାଙ୍କର ଅଗ୍ନି ଲୋକକୁ ଗତି ହୁଏ—ବିଶ୍ୱକୋଷ।]