ଶିଖିଧ୍ୱଜ Ṡikhisdhwaja
- ସଂ. ବି — (ଶିଖିନ୍+ଧ୍ୱଜ=ଚିହ୍ନ; ବହୁବ୍ରୀହି)— ଦେବ ସେନାପତି କାର୍ତ୍ତିକେୟ — God Kārttikeya
- ସଂ. ବି — ( 6 ଷ୍ଠୀ ତତ୍)—ଧୂମ୍ର; ଧୂଆଁ — (6ଷ୍ଠୀ ତତ୍)—ଧୂମ୍ର; ଧୂଆଁ— . Smoke
- ସଂ. ବିଣ — ଯହିଁରେ ମୟୂରର ବା ଅଗ୍ନିର ଚିହ୍ନ ଅଛି — Bearing the symbol of fire or peacock