ଶିଖିକଣ୍ଠ Ṡikhikaṇṭha
- ସଂ. ବି. ( 6 ଷ୍ଠୀ ତତ୍) — (ଶିଖିନ୍+କଣ୍ଠ) ମୟୂର କଣ୍ଠ — The neck of the peacock
- ସଂ. ବି. ( 6 ଷ୍ଠୀ ତତ୍) — ଶିଖିର କଣ୍ଠର ବର୍ଣ୍ଣ ପରି ବର୍ଣ୍ଣ ଯାହାର; ବହୁବ୍ରୀହି)—ତୁତିୟା — Blue vitriol; sulphate of copper
- ସଂ. ବିଣ — ମୟୂରର କଣ୍ଠ ସଦୃଶ — Resembling the neck of the peacock