ଶିଖାବାନ୍ Ṡikhābān
- ସଂ. ବିଣ. ପୁଂ (ଶିଖା+ଅଛି ଅର୍ଥରେ ବତ୍; ଶିଖାବତ୍ ଶବ୍ଦ; 1 ମା. 1 ବ) — ଶିଖା ବିଶିଷ୍ଟ — Having a tapering point or tuft
- ସଂ. ବି. — କେତୁଗ୍ରହ — The Dragon's tail or the Descending node
- ସଂ. ବି. — ଅଗ୍ନି — Fire
- ସଂ. ବି. — ଚିତ୍ରକ ବୃକ୍ଷ; ଚିତା ଗୁଳ୍ମ — The leadwort plant
- ସଂ. ବି. — ମୟୂର (ହି.ଶ.) — Peacock