ଶିଖା ଶିଖି Ṡikhā ṡikhi
- ଦେ. ବି (ସଂ. ଶିକ୍ଷା) — ନାନା ବିଦ୍ଯା ଶିଖାଇବା କର୍ମ — Teaching of many kinds of knowledge
- ଦେ. ବି (ସଂ. ଶିକ୍ଷା) — ବହୁବାର ଶିକ୍ଷା ଦେବା କର୍ମ — Teaching many a time
- ଦେ. ବି (ସଂ. ଶିକ୍ଷା) — ଚୁଗୁଲି — Backbiting
- ଦେ. ବି (ସଂ. ଶିକ୍ଷା) — (ଉ—ରସିକାଙ୍କ ଶିଖାମଣି! ଘେନୁ ଶିଖାଶିଖି କାହୁଁ ଶୁଣି—କବିସୂର୍ଯ୍ୟ — ସଂଗୀତ।)
- ଦେ. ବି (ସଂ. ଶିକ୍ଷା) — (ମନ୍ଦାର୍ଥ) ଅନ୍ୟକୁ କୁଶିକ୍ଷା ଦେବା — (Bad sense) Tutoring a person; giving bad advice