ଶିଖା ମୁଣ୍ଡାଇବା Ṡikhā muṇḍāibā

  • ଦେ.କ୍ରି. (ସଂ. ଶିଖାମୁଣ୍ଡନ) — ଶିଖାମୁଣ୍ଡନ କରିବା — To have the head shaven without having a lock
  • ଦେ.କ୍ରି. (ସଂ. ଶିଖାମୁଣ୍ଡନ) — [ଦ୍ର—ଲୋକେ ଭଣ୍ଡାରିଦ୍ୱାରା ନିଜର ଶିଝା ମୁଣ୍ଡାନ୍ତି, ଭଣ୍ଡାରି ଅନ୍ଯ ଲୋକର ଶିଖା ମୁଣ୍ଡି ଦିଏ।]