ଶିଖା ମୁଣ୍ଡନ Ṡikhā muṇḍana

  • ସଂ. ବି—( 6 ଷ୍ଠୀ ତତ୍) — ମୁଣ୍ଡର ଲମ୍ବ କେଶକୁ ନିଃଶେଷ କରି ଖିଅର ହେବା — Shaving of the head without leaving a tuft or lock; complete tonsure