ଶିଖର ବାସୀ Ṡikhara bāsī

  • ସଂ. ବିଣ. ପୁଂ (ଶିଖରବାସିନ 1 ମା 1 ବ) — ଯେ ଶିଖରରେ ବାସ କରେ — Living on the summit of a mountain or on the top of a tree
  • ବି. ପୁଂ — ମହାଦେବ — Ṡiba