ଶିଖ ଗୁରୁ Ṡikha guru
- ଦେ. ବି — ଶିଖ୍ ସମ୍ପ୍ରଦାୟର ଧର୍ମଗୁରୁ — The successive religious heads of the Sikhs
- ଦେ. ବି — [ଦ୍ର—ନାନକଙ୍କୁ ମିଶାଇ ସଂଖ୍ୟାରେ ସେମାନେ ଦଶ ଜଣ, ଯଥା—ନାନକ, ଅଙ୍ଗଦ, ଅମରଦାସ, ରାମଦାସ, ଅର୍ଜ୍ଜୁନ, ହରଗୋବିନ୍ଦ, ହରରାଓ ହରକିଷନ; ତେଗବାହାଦୂର, ଗୁରୁଗୋବିନ୍ଦ] (ବିଶ୍ୱକୋଷ)