ଶିକ୍ଷିତ Ṡikshita

  • ସଂ. ବିଣ. ପୁଂ (ଶିକ୍ଷା+ଇତ) — ଶିକ୍ଷାପ୍ରାପ୍ତ — Educated
  • ସଂ. ବିଣ. ପୁଂ (ଶିକ୍ଷା+ଇତ) — କୌଣସି ବିଷୟରେ ତାଲିମ ହୋଇଥିବା — Trained
  • ସଂ. ବିଣ. ପୁଂ (ଶିକ୍ଷା+ଇତ) — ବିଦ୍ୱାନ୍; କୃତବିଦ୍ୟ — Learned
  • ସଂ. ବିଣ. ପୁଂ (ଶିକ୍ଷା+ଇତ) — ଦକ୍ଷ; ନିପୁଣ; ଚତୁର — Expert; skilful; clever (M.W.)
  • ସଂ. ବିଣ. ପୁଂ (ଶିକ୍ଷା+ଇତ) — ଉପ— ଦିଷ୍ଟ — Instruted; tutored
  • ସଂ. ବିଣ. ପୁଂ (ଶିକ୍ଷା+ଇତ) — ବଶ୍ୟ; ବିନୀତ — Gentle; mild; docile
  • ସଂ. ବିଣ. ପୁଂ (ଶିକ୍ଷା+ଇତ) — ଅଭ୍ୟସ୍ତ — Practised (M.W.)
  • ସଂ. ବିଣ. ପୁଂ (ଶିକ୍ଷା+ଇତ) — ଶିଖା ଯାଇଥିବା; ଅଧୀତ — Learnt; studied