ଶିକ୍ଷିତୁକାମ Ṡikshitukāma

  • ସଂ. ବି.ଣ.ପୁଂ (ଶିକ୍ଷିତୁମ୍+କାମ; ଢୁଳ. ଗନ୍ତୁକାମ) — ଶିକ୍ଷା କରିବାକୁ ଇଚ୍ଛୁକ — Willing to learn (M.W.)
  • ସଂ. ବି. ପୁଂ — କୌଣସି ବିଦ୍ୟାକୁ ପ୍ରଥମେ ଶିଖୁଥିବା ବ୍ଯକ୍ତି — A beginner in his art (M.W.)