ଶିକ୍ଷାର୍ଥୀ Ṡikshārthī

  • ସଂ. ବିଣ. ପୁଂ (ଶିକ୍ଷାର୍ଥିନ୍ ଶବ୍ଦ, 1 ମା, 1 ବ) — ପାଠ ପଢ଼ିବାକୁ ପ୍ରାର୍ଥୀ; ପାଠାର୍ଥୀ — Desirous of reading
  • ସଂ. ବି. — ଛାତ୍ର — Pupil student
  • ସଂ. ବି. — ଶିକ୍ଷା ନବିଶ୍ — Apprentice; tyro