ଶିକ୍ଷା ବିଭାଗ Ṡikshā bibhāga

  • ସଂ. ବି. (ଆଧୁନିକ ପ୍ରୟୋଗ; ଶିକ୍ଷା ବିଧାୟକ ବିଭାଗ; ମ. ପ. ଲୋ) — ଯେଉଁ ସରକାରୀ ବିଭାଗ ଉପରେ ରାଜ୍ୟର ଲୋକଙ୍କୁ ଶିକ୍ଷାଦେବା ଭାର ନ୍ୟସ୍ତ ଥାଏ — Education department; the department of public instruction
  • ସଂ. ବି. (ଆଧୁନିକ ପ୍ରୟୋଗ; ଶିକ୍ଷା ବିଧାୟକ ବିଭାଗ; ମ. ପ. ଲୋ) — [ଦ୍ର— ଇଂରାଜଶାସିତ ଭାରତରେ ଶିକ୍ଷାବିଭାଗରେ ଭିନ୍ନ ଭିନ୍ନ ପଦଧାରୀ କର୍ମଚାରୀ ଅଛନ୍ତି; ଯଥା—ଡାଇରେକ୍ଟର୍ ବା ଡିରେକ୍ଟର — (Director),ଇନ୍ସପେକ୍ଟର୍(inspector)ଡେପୁଟି ବା ଡିଷ୍ଟ୍ରିକଟ୍ ଇନସ୍ପେକ୍ଟର୍(District Inspector)ଓ ସବ୍ ଇନସ୍ପେକ୍ଟର(Sub-inspector)