ଶିକ୍ଷା ଦେବା Ṡikshā debā

  • ଦେ.କ୍ରି — ଛାତ୍ରାଦିଙ୍କୁ କୌଣସି ବିଷୟ ବା ଶାସ୍ତ୍ରାଦି ଶିଖାଇବା — To impart education; to teach; to train
  • ଦେ.କ୍ରି — ଦଣ୍ଡ ଦେବା — To mete out punishment
  • ଦେ.କ୍ରି — ପରାମର୍ଶ ଦେବା; ମନ୍ତ୍ରଣା ଦେବା; ଉପଦେଶ ଦେବା — To advise
  • ଦେ.କ୍ରି — (ଉ—ଭାଇଙ୍କି ଘେନି ତୀର୍ଥ ଯିବେ ଶିକ୍ଷାଦେବ। କୃଷ୍ଣସିଂହ ମହାଭାରତ ବନ।)
  • ଦେ.କ୍ରି — (ମନ୍ଦାର୍ଥ) କୁପରାମର୍ଶ ଦେବା — To give bad advice