ଶିକ୍ଷା ଦଣ୍ଡ Ṡikshā daṇḍa
- ସଂ. ବି. (ମ. ପ. ଲୋ) — କୌଣସି ବ୍ଯକ୍ତିକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଦତ୍ତ ଦଣ୍ଡ — Punishment serving as a lesson (M.W.)
- ସଂ. ବି. (ମ. ପ. ଲୋ) — କୌଣସି ମନ୍ଦ ଅଭ୍ୟାସକୁ ଛଡ଼ାଇବା ପାଇଁ ଦିଆଯିବା ଦଣ୍ଡ (ହି.ଶ.) — Punishment meted out to eradicate any bad habit