ଶିକାରୀ Ṡikarī
- ଦେ. ବି — ମୃଗୟୂ — A hunter; huntsman
- ବିଣ. — ମୃଗୟା ପ୍ରିୟ — Fond of hunting
- ବିଣ. — ମୃଗୟା ପଟୁ (କୁକ୍କୁରାଦି) — (Dogs etc) Sharp or keen at hunting
- ବିଣ. — (ଲକ୍ଷଣାର୍ଥ) ଧୂର୍ତ୍ତ; ଚତୁର — (Figurative) Cunning
- ବିଣ. — ମୃଗୟାରେ ବ୍ଯବହୃତ ବା ଆବଶ୍ୟକ — Necessary for a hunter