ଶିକାର ଜୁ଼ଟିବା Ṡikāra juṭibā
- ଦେ. ବି — ମୃଗୟା ନିମନ୍ତେ (ମୃଗ) ଶିକାରୀର ହାବୁଡ଼େ ପଡ଼ିବା — The appearing of a prey before a hunter
- ଦେ. ବି — (ଲକ୍ଷଣାର୍ଥ) ଠକାଇବା ନିମନ୍ତେ ବା ଧନ ନେବା ପାଇଁ ଉପସ୍ଥିତ ଧନଲୋଭୀର ହାବୁଡ଼େ ନିର୍ବୋଧ ବ୍ଯକ୍ତି ପଡ଼ିବା — Appearance of a person who can be cheated or fleeced