ଶିଅ କାଟିବା Ṡia kāṭibā

  • ଦେ କ୍ରି (ଲକ୍ଷଣାର୍ଥ — (ଗଛର ଚେର କାଟିଲେ ଗଛଟି ଯେପରି ମରିଯାଏ ସେହିପରି) କୌଣସି ବ୍ଯକ୍ତିର ଅନିଷ୍ଟ ଘଟାଇବା — (figurative) To injure a person; to strike at the root of a person's interests