ଶିଂଘାରି Ṡiṁghāri

  • ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ଶୃଙ୍ଗାର=କେଶ; ଶୃଙ୍ଗାର— କାରୀ) — ରାଜାଙ୍କର ବା ରାଣୀଙ୍କର ବେଶକାରୀ ଭୃତ୍ୟ ବା ଭୃତ୍ୟା — A servant who attends to the toilette of a king or queen
  • ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ଶୃଙ୍ଗାର=କେଶ; ଶୃଙ୍ଗାର— କାରୀ) — (ପୁଂ) ଦେବତାଙ୍କ ବେଶକାରୀ ସେବକ — A servant who dresses up idols
  • ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ଶୃଙ୍ଗାର=କେଶ; ଶୃଙ୍ଗାର— କାରୀ) — (ସ୍ତ୍ରୀ) ନର୍ତ୍ତକୀ — A dancing girl
  • ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ଶୃଙ୍ଗାର=କେଶ; ଶୃଙ୍ଗାର— କାରୀ) — ବେଶ୍ୟା — Prostitute